Compartir
Galpa Nuhe (en Oriya)
Abasara Beuria
(Autor)
·
Black Eagle Books
· Tapa Blanda
Galpa Nuhe (en Oriya) - Beuria, Abasara
$ 10.11
$ 12.00
Ahorras: $ 1.89
Elige la lista en la que quieres agregar tu producto o crea una nueva lista
✓ Producto agregado correctamente a la lista de deseos.
Ir a Mis ListasSe enviará desde nuestra bodega entre el
Viernes 28 de Junio y el
Lunes 01 de Julio.
Lo recibirás en cualquier lugar de Estados Unidos entre 1 y 3 días hábiles luego del envío.
Reseña del libro "Galpa Nuhe (en Oriya)"
ଉଦ୍ଦେଶ୍ୟହୀନ ଭାବେ ଗପ ଲେଖିବା ଝୁଙ୍କ ପିଲାଦିନୁ ଥିଲା । ସ୍କୁଲ ଜୀବନରେ ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୂଲ୍ୟରେ ପ୍ରକାଶିତ ମୀନାବଜାର ଦ୍ୱାରା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଥିଲି । ରେଭେନ୍ସା କଲେଜରେ ଛାତ୍ର ଥିଲାବେଳେ କିଛି ଲେଖା 'ରେଭେନ୍ସାଭିଆନ୍]'ରେ ପ୍ରକାଶିତ ହୋଇଥିଲା ଯାହାର ଅନୁବାଦ ମନୋରଂଜନ ହୋତା କରିଥିଲେ ଓ ସେଗୁଡ଼ିକ ଦୈନିକ ଇଂରାଜୀ ସମ୍ବାଦପତ୍ର ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡରେ ପ୍ରକାଶିତ ହୋଇଥିଲା । 'ଦିଗନ୍ତ', 'ଆସନ୍ତାକାଲି', 'ରବିବାର ପ୍ରଜାତନ୍ତ୍ର'ରେ ମଧ୍ୟ କେତୋଟି ଲେଖା ସେ ସମୟରେ ପ୍ରକାଶିତ ହୋଇଥିଲା । ଦୁଃଖର ବିଷୟ ସେଗୁଡ଼ିକ ସାଇତି ରଖିବା କଥା କେବେ ମନକୁ ଛୁଇଁ ନଥିଲା । ଏମିତି ତ ବିଶୃଙ୍ଖଳ ଓ ତା' ଉପରେ ବୃତ୍ତିର ବାଧ୍ୟବାଧକତାରେ ସେଗୁଡ଼ିକ ହଜିଗଲେ । ସେ କାଳର କେବଳ ଦୁଇ ତିନୋଟି ଗଳ୍ପ ଉଦ୍ଧାର କରିପାରିଥିଲି ଯାହା ଏ ବହିରେ ସନ୍ନିବେଶିତ । ବିଦେଶ ସେବାରେ ଥିଲାବେଳେ ଓଡ଼ିଆରେ କଥା କହିବା ଓ ଲେଖିବା ପାଇଁ ପରିବେଶ ନଥିଲା । ଆଜି ଭଳି ଯୋଗାଯୋଗର ନୂତନ ଟେକ୍ନୋଲୋଜି ନଥିଲା । କଲେଜରେ ପଢ଼ୁଥିବା ବେଳର ବନ୍ଧୁମାନଙ୍କ ପରାମର୍ଶରେ ଓଡ଼ିଆ କ୍ଷୁଦ୍ର ଗଳ୍ପ ଲେଖିବାରେ ପ୍ରଚେଷ୍ଟା କଲି । ପାଠକଙ୍କୁ ଭଲ ଲାଗିଲେ ଆନନ୍ଦିତ ହେବି ।- ଅବସର ବେଉରିଆ
- 0% (0)
- 0% (0)
- 0% (0)
- 0% (0)
- 0% (0)
Todos los libros de nuestro catálogo son Originales.
El libro está escrito en Oriya .
La encuadernación de esta edición es Tapa Blanda.
✓ Producto agregado correctamente al carro, Ir a Pagar.