Libros importados con hasta 50% OFF + Envío Gratis a todo USA  Ver más

menú

0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional
portada Dudiya (en Oriya)
Formato
Libro Físico
Traducido por
Idioma
Oriya
N° páginas
160
Encuadernación
Tapa Blanda
Dimensiones
21.6 x 14.0 x 0.9 cm
Peso
0.21 kg.
ISBN13
9781645602750

Dudiya (en Oriya)

Viswas Patil (Autor) · Mahendra Prasad (Traducido por) · Black Eagle Books · Tapa Blanda

Dudiya (en Oriya) - Patil, Viswas ; Prasad, Mahendra

Libro Físico

$ 11.79

$ 14.00

Ahorras: $ 2.21

16% descuento
  • Estado: Nuevo
Se enviará desde nuestra bodega entre el Viernes 28 de Junio y el Lunes 01 de Julio.
Lo recibirás en cualquier lugar de Estados Unidos entre 1 y 3 días hábiles luego del envío.

Reseña del libro "Dudiya (en Oriya)"

'ଡୁଡ଼ିୟା' ଉପନ୍ୟାସଟି ଚିରାଚରିତ କାହାଣୀ ଉପସ୍ଥାପନା ଶୈଳୀକୁ ଅତିକ୍ରମ କରି ଅଳ୍ପ ପୃଷ୍ଠାରେ ମାଓବାଦ ସମସ୍ୟାର ଅନାସକ୍ତ ବ୍ୟବଚ୍ଛେଦ ଉପସ୍ଥାପନ କରିଛି। ଜଣେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟିରୁ 'ଡୁଡ଼ିୟା' ରଚିତ, ଯେଉଁଥିରେ ଛତିଶଗଡ଼ର ଆଦିବାସୀ ଅଧ୍ୟୁଷିତ ଜଙ୍ଗଲର ଯୁବତୀ 'ଡୁଡ଼ିୟା'ଙ୍କୁ କେନ୍ଦ୍ରରେ ରଖି ଏକାଧିକ ହୃଦୟବିଦାରକ ଘଟଣାବଳୀ ଗତିଶୀଳ ହୋଇଛି। ସରକାରୀ ଅଧିକାରୀଙ୍କ ନିରଙ୍କୁଶ ଶୋଷଣ ଓ ନିର୍ଯାତନାରେ ଅତିଷ୍ଠ ହୋଇ ନିରୀହ ଆଦିବାସୀଙ୍କୁ ନକ୍ସଲଙ୍କୁ ତ୍ରାଣକର୍ତ୍ତା ଭାବେ ଗ୍ରହଣ କରିବାକୁ ପଡ଼ିଛି। ପରେ ସେହି ତ୍ରାଣକର୍ତ୍ତାମାନେ ଉତ୍ପୀଡ଼କର ଭୂମିକା ଗ୍ରହଣ କରିଛନ୍ତି। ଘଟଣାକ୍ରମେ ମୁଖ୍ୟ ଚରିତ୍ର 'ଡୁଡ଼ିୟା'ଙ୍କ ବଡ଼ ଭାଇ ପୁଲିସରେ ଯୋଗ ଦେଇଛନ୍ତି। ଅପରପକ୍ଷେ 'ଡୁଡ଼ିୟା' ନିଜ ସମ୍ପ୍ରଦାୟର ଘୃଣ୍ୟ ପ୍ରଥାରୁ ବର୍ତ୍ତିବା ପାଇଁ ମାଓବାଦ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ସେଠାରେ ସେ ଶିକ୍ଷା ଓ ଆତ୍ମବିଶ୍ଵାସ ପାଇଛନ୍ତି ସତ ହେଲେ ମାଓ ନେତାଙ୍କ ଯୌନ ଶୋଷଣ ତଥା ତାଙ୍କୁ ହତ୍ୟାକାରୀରେ ପରିଣତ କରାଯିବା ତାଙ୍କୁ ପୁଣି ଥରେ ମାଓବାଦ ପ୍ରତି ବିତୃଷ୍ଣ କରିଛି। ସେ ସେଠାରୁ ମୁକୁଳି ଆସି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଏବଂ ତାଙ୍କର ନୂଆ ପାରିବାରିକ ଜୀବନ ଆରମ୍ଭ ହୋଇଛି। ଶେଷରେ ମାଓବାଦୀ ଓ ସରକାରଙ୍କ ଛକାପଞ୍ଛା ମଧ୍ୟରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଉଛି। କିନ୍ତୁ ଆ

Opiniones del libro

Ver más opiniones de clientes
  • 0% (0)
  • 0% (0)
  • 0% (0)
  • 0% (0)
  • 0% (0)

Preguntas frecuentes sobre el libro

Todos los libros de nuestro catálogo son Originales.
El libro está escrito en Oriya .
La encuadernación de esta edición es Tapa Blanda.

Preguntas y respuestas sobre el libro

¿Tienes una pregunta sobre el libro? Inicia sesión para poder agregar tu propia pregunta.

Opiniones sobre Buscalibre

Ver más opiniones de clientes